ସ୍ବିଗି ଡେଲିଭରି ବ୍ଏର ସନ୍ଦେହଜନକ ମୃତ୍ୟୁ

ସ୍ୱିଗି ଡେଲିଭରି ବୟର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ଲ’ ୟୁନିଭର୍ସିଟି କଲେଜ ସମ୍ମୁଖରୁ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ ମୃତକ ଜଣକ ହେଉଛନ୍ତି ସିଡିଏ ଅଞ୍ଚଳ। ଫେଜ୍-୨ ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।